ଆଫଗାନିସ୍ତାନରେ ତାଲିବାନର କବଜା ହେବା ପରେ ମହିଳା ମାନଙ୍କ ଉପରେ ସବୁଠାରୁ ଅଧିକ ପ୍ରଭାବ ପଡିଥିବା ବେଳେ ସାମ୍ବାଦିକ ମାନଙ୍କ ଉପରେ ମଧ୍ୟ ଏହାର ଖୁବ ପ୍ରତିକୂଳ ପ୍ରଭାବ ପଡିଛି । ଆନ୍ତର୍ଜାତିକ ରିପୋର୍ଟ ଅନୁସାରେ ଆଫଗାନିସ୍ତାନରେ ତାଲିବାନର କବଜା ହେବା ପରେ ଦେଶର ପାଖାପାଖି 80 ପ୍ରତିଶତ ସାମ୍ବାଦିକ ସେମାନଙ୍କର ପେଶା ବଦଳାଇ ସାରିଲେଣି
#NationalNews #Afganistan #journalist #ArgusNews