ଆଫଗାନିସ୍ଥାନରେ ତାଲିବାନ୍ କବ୍ଜାକୁ ସ୍ବାଗତ କରିଛି ଚୀନ୍ । ତାଲିବାନ୍ ଶାସନକୁ ସ୍ବୀକୃତି ଦେବା ସହ ବନ୍ଧୁତା ବଢ଼ାଇବାକୁ କରିଛି ଘୋଷଣା । ବିଶ୍ବର ଅନ୍ୟ ରାଷ୍ଟ୍ର ତାଲିବାନକୁ ସ୍ବୀକୃତି ଦେଉନଥିବା ବେଳେ ଚୀନର ଆଭିମୁଖ୍ୟ ସୃଷ୍ଟି କରିଛି ପ୍ରଶ୍ନବାଚୀ ।
#ArgusNews #National #TalibanTerror #Afganistan #China