ତାଲିବାନ ଶାସନରେ ଖାଇବାକୁ ପାଉ ନାହାନ୍ତି ଆଫଗାନୀ । ବିଭିନ୍ନ ଦେଶ 70 ହଜାର କୋଟି ଟଙ୍କାର ସହାୟତାକୁ ରୋକିଲେ । ଏକ କୋଟି ଲୋକ ଅନାହାରରେ । ଆଫଗାନିସ୍ତାନରେ ତାଲିବାନର କବଜା ହୋଇଯିବାର ପାଂଚ ମାସ ମଧ୍ୟରେ ଆଫଗାନିସ୍ତାନର ସ୍ଥିତି ଦୟନୀୟ ହୋଇ ସାରିଛି ।
#Afghans #deteriorated #poverty #starvation #Afghanistan #UNESCO #ArgusNews