ଆଫ୍ରିକାର ଆଟଲାଣ୍ଟିକ୍ ଉପକୂଳରେ ପ୍ରଥମ ସାମରିକ ବେସ ନିର୍ମାଣ କରିବାକୁ ଯାଉଛି ଚୀନ୍। ପୂର୍ବରୁ ଆଫ୍ରିକାର ଜିବୁତିରେ ଚୀନର ଏକ ସାମରିକ ବେସ ରହିଛି ଯେଉଁଠାରୁ ଆରବ ସାଗର ଉପରେ ନଜର ରଖିଛି ଡ୍ରାଗନ । ଆମେରିକାର କ୍ଲାସିଫାଏଡ ରିପୋର୍ଟ ଅନୁଯାଇ, ଚୀନ୍ ଛୋଟରୁ ମଧ୍ୟମ ଆଫ୍ରିକି ଦେଶ ଇକ୍ବେଟୋରିୟଲ ଗିନୀ ସ୍ଥିତ ଆଟଲାଣ୍ଟିକ୍ ମହାସାଗରର ଉପକୂଳରେ ନିଜର ପ୍ରଥମ ସ୍ଥାୟୀ ସୈନ୍ୟ ଉପସ୍ଥିତି ଜାହିର କରିବାକୁ ଯାଉଛି
#Africa #China #MilitaryBase #Odisha #ArgusNews