ଭାରତ ସରକାର ସୀମାବର୍ତ୍ତୀ ଅଂଚଳ ଗୁଡିକର ସୁରକ୍ଷାକୁ ଅତ୍ୟନ୍ତ ଗୁରୁତ୍ୱ ଦେଉଛନ୍ତି । ପାକିସ୍ତାନ ଓ ବଙ୍ଗଳାଦେଶ ସୀମାକୁ ସୁରକ୍ଷିତ କରିବାର ଯୋଜନା ଉପରେ ସରକାର ଲଗାତାର କାମ କରୁଛନ୍ତି । ଏହି କ୍ରମରେ ଭାରତ ସରକାର ସୀମାବର୍ତ୍ତୀ ଅଞ୍ଚଳର ତଦାରଖକୁ ଆହୁରି ସୁଦୃଢ କରିବାର ଯୋଜନା ଉପରେ କାମ କରୁଛନ୍ତି ।
#pakistan #Bangladesh #borderissue #CCTVCamera #ArgusNews