ଆଗାମୀ ୧ ବର୍ଷ ମଧ୍ୟରେ ଆମେରିକା ଆକ୍ରମଣ କରିପାରେ ଆତଙ୍କବାଦୀ ଅଲକାଏଦା । ଏବେ ଆମେରିକାକୁ ଘାରିଛି ଆତଙ୍କବାଦୀ ଅଲକାଏଦାର ଭୟ । ଆମେରିକା ଆକ୍ରମଣ ନେଇ ଆଫଗାନିସ୍ଥାନରେ ଅଲକାଏଦା ତିଆରି କରୁଛି ବ୍ଲୁ ପ୍ରିଣ୍ଟ୍ । ଏଥିପାଇଁ ଷଡ଼ଯନ୍ତ୍ର ଆରମ୍ଭ ହୋଇ ଯାଇଥିବାର ସୂଚନା ।
#America #alqaeda #afganistan #blueprint #planing #ATTACK #Odisha #ArgusNews