#ଆମେରିକାରେ_ପ୍ରଧାନମନ୍ତ୍ରୀ_ମୋଦିଙ୍କୁ_ଭବ୍ୟ_ସ୍ବାଗତ
ବହୁ ସଂଖ୍ୟକ ଭାରତୀୟ ତ୍ରିରଙ୍ଗା ଦେଖାଇ ମୋଦିଙ୍କୁ ସ୍ବାଗତ କରିଛନ୍ତି । ୱାଶିଂଟନର ବିମାନ ବନ୍ଦରରେ ଶୁଣିବାକୁ ମିଳିଛି ମୋଦି..ମୋଦି.. ନାରା । ବର୍ଷାରେ ଭିଜି ଭିଜି ମୋଦିଙ୍କୁ ସ୍ବାଗତ କରିଛନ୍ତି ମୋଦିଙ୍କ ଫ୍ୟାନ ।
#america #PMOIndia #NarendraModi #welcome #Washington #airport #Odisha #ArgusNews