୧୦୦ ବିଲିୟନ୍ ଡଲାରର ଅର୍ଥ ଆତ୍ମସାତ୍ । ମହାମାରୀ ଫଣ୍ଡ ବାଟମାରଣାକୁ ନେଇ ଏତେ ବଡ଼ ଦୁର୍ନୀତି କେବେ ଦେଖି ନଥିଲା ବିଶ୍ବର ଅନ୍ୟତମ ପ୍ରଭାବଶାଳୀ ରାଷ୍ଟ୍ର ଆମେରିକା । ସେଠାକାର ପ୍ରଶାସନ ବେଶ୍ କଡ଼ା ଏବଂ ଦୁର୍ନୀତି ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଅନ୍ତି ବୋଲି ସମସ୍ତଙ୍କ ଧାରଣା ଥିବାବେଳେ କୋଭିଡ୍ ମହାମାରୀ ପାଇଁ ଉଦ୍ଦିଷ୍ଟ ଫଣ୍ଡକୁ କେମିତି ଆତ୍ମସାତ କରାଯାଇଛି ତା’ର ଚିତ୍ର ଏବେ ଦେଖିବାକୁ ମିଳିଛି
#USA #covidscam #pandemicfund #corruption #ArgusNews