ଧର୍ମାନ୍ତରୀକରଣ ରାକେଟ ଜାଂଚରେ ଏଟିଏସକୁ ପ୍ରତିଦିନ ମିଳୁଛି ନୂଆ ନୂଆ ତଥ୍ୟ । ଇସଲାମରେ ଧର୍ମାନ୍ତରୀକରଣ କରିବା ପାଇଁ ବିଦେଶରୁ ଆସିଛି ବିପୁଳ ଅର୍ଥ । କେବଳ ଉପସାଗରୀୟ ଦେଶ ମାନଙ୍କରୁ ନୁହେଁ ବରଂ ଆମେରିକା ଓ ଇଂଲଣ୍ଡ ଭଳି ଦେଶରୁ ମଧ୍ୟ ଫଣ୍ଡିଂ । ଭାରତର ଇସଲାମୀକରଣ ପାଇଁ ବର୍ତମାନ ସୁଦ୍ଧା ବିଦେଶରୁ ଶହେ କୋଟିରୁ ଉର୍ଧ ଫଣ୍ଡିଂ ଆସିଥିବାର ସୂଚନା ।
#ATS #proselytizing #investigation #UnitedStates #england #islam #National #ArgusNews