ଫଳମାନଙ୍କ ରାଜା ଆମ୍ବ । ଆଉ ଆମ୍ବମାନଙ୍କ ଭିତରେ ରାଜାଧିରାଜ ମିୟାଜାକି । ଯାହାର ଦାମ ଶୁଣିଲେ ଜିଭ ଶୁଖି ଯିବ। କିଲୋ ପ୍ରତି ଦର ୨ ଲକ୍ଷ ସତୁରୀ ହଜାର। ତେଣୁ ଏହାକୁ ସାଧାରଣ ଆମ୍ବ ନ କହି ଆମ୍ବ ସମ୍ରାଟ କହିଲେ ଭୁଲ ହେବନି। ଖାସ୍ ଏଇଥିଲାଗି ମିୟାଜାକି ପ୍ରଜାତୀର ଆମ୍ବକୁ ଏବେ ସୁରକ୍ଷା ଦେଉଛନ୍ତି ଆଲସିସିଆନ୍।
#mango #japanmango #JapaneseMiyazaki #Odisha #ArgusNews