ଆମ ଦେଶ ଭାରତ । ହେଲେ ଅନ୍ୟ ଦେଶଗୁଡିକ ଭଳି ଆମର କେବଳ ଗୋଟିଏ ନାଁ ନାହିଁ । ବରଂ ଆମ ଦେଶର ରହିଛି ଅନେକ ନାଁ। ଭାରତ, ଇଣ୍ଡିଆ, ହିନ୍ଦୁସ୍ତାନ ଆଉ ଜମ୍ବୁଦ୍ୱୀପ । ଏତେ ନାଁ ଥିଲେ ସୁଦ୍ଧା ବିଦେଶୀମାନେ ଦେଇ ଯାଇଥିବା ନାଁରେ ଆମେ ପରିଚୟପାଉଛୁ ଇଣ୍ଡିଆ । ହେଲେ ଏହାକୁ ପରିବର୍ତ୍ତନ କରିବାର ସମୟ ଆସିଛି । ଏଥିପାଇଁ ଦାବି କରି ଏବେ ଚର୍ଚ୍ଚାରେ ଟିମ୍ ଇଣ୍ଠିଆର ଦ୍ରୁତ ବୋଲର ମହମ୍ମଦ ସାମିଙ୍କ ପତ୍ନୀ ହସିନ୍ ଜାହାନ୍।
#IndependenceDay #indiancricketer #MohammedShami #Wife #Odisha #ArgusNews