ପ୍ରକାଶ ପାଇଛି ଶିକ୍ଷା କ୍ଷେତ୍ରରେ ପରଫର୍ମାନ୍ସ ଗ୍ରେଡିଂ ଇଣ୍ଡେକ୍ସ ବା ପ୍ରଦର୍ଶନର ମାନ ରିପୋର୍ଟ । ରିପୋର୍ଟ ଅନୁସାରେ ଓଡ଼ିଶାର ସ୍ଥିତି ସେତେ ଭଲ ନାହିଁ । ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ସ୍ଥିତି ଖରାପ
#ArgusNews #Odisha #NewsChannel #ArgusNewsTV #Education #performance_grading_index