#ଅନ୍_ଲାଇନରେ_ଚାଲିଛି_ପଂଞ୍ଜିକରଣ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ସଂଚାଳିତ ବହୁଚର୍ଚ୍ଚିତ ଏହି କାର୍ଯ୍ୟକ୍ରମ ପରୀକ୍ଷା ପୂର୍ବରୁ ପିଲାମାନଙ୍କୁ ପ୍ରସ୍ତୁତି ପାଇଁ ଯୋଗାଇଥାଏ ପ୍ରେରଣା । ଏଥିରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକ ଯୋଗ ଦେବା ପାଇଁ ନିମନ୍ତ୍ରଣ ଜଣାଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
#PMOIndia #NarendraModi #DharmendraPradhana #onlineeducation #students #teachers #ArgusNews