#ଆର୍ୟାନ_ଖାନର_ଗିରଫଦାରୀ_ଓ_ଆଝାରୁଦ୍ଦିନ_ସିଣ୍ଡ୍ରୋମ !
ଶାହରୁଖ ଖାନଙ୍କ ପୁଅ ଆର୍ୟାନ ଖାନ ଡ୍ରଗ୍ସ ମାମଲାରେ ଗିରଫ ହେବା ଦିନରୁ ଏହି ଖବର ଚର୍ଚ୍ଚାରେ ରହି ଆସିଛି । ଏହି ମାମଲାରେ ଯେ କେବଳ ଶାହରୁଖ ଖାନଙ୍କ ପୁଅ ଗିରଫ ହୋଇଛି ତା ନୁହେଁ ବରଂ ଅନେକ ଗିରଫ ହୋଇଛନ୍ତି । ତେବେ ଆଲୋଚନା କେବଳ ଶାହରୁଖଙ୍କ ପୁଅକୁ ନେଇ ହେଉଛି
#CruiseshipDrugs #Drugsparty #AryanKhan #NCB #Law #ajharuddhin #Odisha #ArgusNews