ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ର ସମ୍ପୂର୍ଣ୍ଣ ସହଯୋଗୀ ସଂସ୍ଥା ରିଲାଏନ୍ସ ନିଉ ଏନର୍ଜି ସୋଲାର ଲିମିଟେଡ୍ (ଆର୍ଏନ୍ଇଏସ୍ଏଲ୍) ପକ୍ଷରୁ ଘୋଷଣା କରାଯାଇଛି ଯେ ଏହା ଆରଇସି ସୋଲାର ହୋଲ୍ଡିଂସ୍ ଏଏସ୍ (ଆର୍ଇସି) ଗ୍ରୁପ୍ର ୧୦୦% ଅଂଶଧନକୁ ଚାଇନା ନ୍ୟାସନାଲ୍ ବ୍ଲୁ ଷ୍ଟାର୍ ଗ୍ରୁପ୍ କୋ ଲିମିଟେଡ୍ ଠାରୁ ୭୭୧ ନିୟୁତ ଡଲାର ସଂସ୍ଥାଗତ ମୂଲ୍ୟରେ ଅଧିଗ୍ରହଣ କରିଛି ।
#Mumbai #RelianceIndustriesLimited #Odisha #ArgusNews