ଆରୟାନ ଖାନ ଡ୍ରଗସ ମାମଲାର ଶୁଣାଣି କାଲି ଦିନ ୨ଟା ସମଯରେ କରାଜିବ ବୋଲି ମୁମ୍ବାଇ ହାଇକୋର୍ଟ ହାଇକୋର୍ଟ ତରଫରୁ ସୂଚନା ଦିଆଜାଇଛି । ଆଜି ଆରୟାନଙ୍କ ବେଲ ପାଇଁ ତାଙ୍କ ଓକିଲ ମୁକୁଲ ରୋହତୋଗି କୋର୍ଟରେ ଅବେଦନ କରିବା ସହିତ ତାଙ୍କୁ ନିର୍ଦୋଷ ପ୍ରମାଣିତ କରିବା ପାଇଁ ଦଲିଲ ମଧ ଦେଇଥିଲେ ।
#CruiseDrugsParty #Mumbai #AryanKhan #shahrukhan #Court #NCB #Odisha #ArgusNews