କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଶ୍ରୀ ଚନ୍ଦ୍ରମୋହନ ପରୱାରୀଙ୍କ ସହ ଗୋହାଟି ରେଳ ଷ୍ଟେସନ ବୁଲି ଦେଖିବା ସହ ଷ୍ଟେସନର ପୁନଃବିକାଶ ଉପରେ ଆଲୋଚନା କରିଥଲେ । ଷ୍ଟେସନ ପରିସରରେ ଥବା ଏକ ଚା ଷ୍ଟଲରୁ ଆସାମ ଚା' ର ମଜା ନେଇଥିଲେ
#ChandraMohanPatowary #AshwiniVaishnaw #Railwayminister #Assam #guwahati #ArgusNews