ଏବେବି କମିନି କରୋନା କହର। ବାହାରକୁ ବାହାରିଲେ ଏବେବି ମନରେ ଭୟର ବାତାବରଣ ସୃଷ୍ଟି ହେଉଛି। କି କାଳେ କରୋନା ବ୍ୟାପି ଯିବ କି? ବିପଦ ଥମିନଥିବାବେଳେ ପୁଣି ଏକ ବିପଦ ମାଡିଆସୁଛି। ଯାହାକୁ ନେଇ ଚିନ୍ତାରେ ଲୋକେ।କିନ୍ତୁ ଏଭଳି ପରିସ୍ଥିତିରେ ଚିନ୍ତା ବଢ଼ାଇଲାଣି କୃତ୍ରିମ କରୋନା ଭାଇରସ।
#America #china #coronavirus #COVID19 #ArgusNews