ଆସୁଛି ଭାରତର ମହାମିସାଇଲ ଅଗ୍ନି -୫। ଯାହାର ରେଞ୍ଜ ଭିତରେ ଆସୁଛି ଆଧା ପୃଥିବୀ । ଭୟଭୀତ ହେଲେଣି ପାକିସ୍ତାନ ଓ ଚୀନ । ପୂର୍ବରୁ ଏହି କ୍ଷପଣାସ୍ତ୍ରର ୭ ଥର ପରୀକ୍ଷା କରିସାରିଛି ଭାରତ । ଯାହାକୁ ନେଇ ଭାରତ ଉପରେ ଖପ୍ପା ଚୀନ । କାରଣ ଏହି କ୍ଷପଣାସ୍ତ୍ର ରେଞ୍ଜ ଭିତରେ ଆସୁଛି ପୁରା ଚୀନ ।
#India #missile #Agni5 #Pakistan #China #Fearful #National #ArgusNews