ଶ୍ରୀରାମଙ୍କ ଅପେକ୍ଷା ରାମ ନାମର ମର୍ଯାଦା ସବୁବେଳେ ଆଗରେ । ଭକ୍ତ ଆଉ ଶ୍ରଦ୍ଧାଳୁମାନଙ୍କ ଏହି ଉକ୍ତିଟି ସବୁବେଳେ ସତ ପ୍ରମାଣିତ ହୋଇଛି । ଯାହା ଆଜି ବି ସତ ବୋଲି ଆପଣଙ୍କ ଭାବନ୍ତରକୁ ଆଛନ୍ନ କରି ପକେଇବ । ଇଏ ଭଗବାନ ଶ୍ରୀରାମ ନୁହନ୍ତି ।
#arungovil #ramayanserial #lordrama #devotees #airport #argusnews