ପୁରୀ ଜିଲ୍ଲା କୋଣାର୍କ ରାଉଳ ପାଟଣା ଗାଁର ସରିତା ଗୋଛାୟତ । କେତେବେଳେ ପେନସିଲତ କେତେବେଳେ ବାଲିରେ ତିଆରି କରୁଛନ୍ତି ସୁନ୍ଦର ଚିତ୍ରକଳା । ସୁଦର୍ଶନ ସ୍ୟାଣ୍ଡ ଅର୍ଟ ଇଣ୍ଟିଚ୍ୟୁଟରୁ ବାଲୁକା କଳା ଶିଖିବା ପରେ ଏବେ ସୃଷ୍ଟି କରିପାରିଛନ୍ତି ନିଜର ସ୍ବତନ୍ତ୍ର ପରିଚୟ । ଏବେ ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇଛି ।
#ArgusNews #Odisha #Puri #saritagochhayat #sandact #pencilact #indiabookofrecords