ନୂଆଖଆଇ ଆଏବାର୍ 15 ଦିନ ଆଗରୁ ପଶ୍ଚିମ ଓଡିଶାବାସୀ ଲାଗି ପଡସନ୍ ନୂଆଖାଇ କେନ୍ତା ମନାବେ ତାର୍ ସଜବାଜ୍ ନେ । ନିଜର ଜମିନୁ ଫସଲ ଆନିକିନା ପହେଲା ମା ସମଲେଶ୍ବରୀକେ ନୂଆ ଲଗାବା ପରେ ଅନ୍ୟ ଦେବାଦେବୀଙ୍କୁ ଭୁଗ୍ ଲଗାଯାଇସି। ତାର୍ ପରେ ଆମର୍ ଚାଷୀ ଭାଇ ମାନେ ନିଜର କ୍ଷେତକେ ଯାଇକିନା ପୂଜା କରିଥିସନ୍। ହେଲେ ଇଥର ତ ଫସଲ୍ ହିଁ ନାଇନ। ଚାଷୀଙ୍କର୍ ମରଡି ଦୁଃଖ୍ ଆଗରେ ସବୁ ଦୁଃଖ୍ ଫିକା ପଡିଯାଇଛେ I
#ArgusNews #SambalpuriNews #farmers #Nuakhai