ଇମରାନ ଖାନଙ୍କ ପାର୍ଟି ବିଦେଶରୁ ଚାନ୍ଦା ନେବା ନେଇ ହେଲା ଖିୁଲାସା । ବିରୋଧୀ ଦଳ ମାନେ ଇମରାନ ଖାନଙ୍କୁ କହିଲେ ଚୋର । ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଇମରାନ ଖାନ ଓ ତାଙ୍କ ପାର୍ଟି ତେହେରିକ-ଏ- ପାକିସ୍ତାନ ପାଇଁ ସମସ୍ୟା ବଢିବାରେ ଲାଗିଛି ।
#ImranKhan #accused #alleged #abroad #Controversy #Pakistan #ArgusNews