ବଡ ଦିନ ସମୟରେ ଏହି ଆଳରେ ଲୋକମାନଙ୍କୁ ଚର୍ଚ୍ଚକୁ ନେଇ ସେମାନଙ୍କୁ ଧର୍ମାନ୍ତୀକରଣ କରାଯାଉଥିବାର ଅଭିଯୋଗ ବାରମ୍ବାର ଆସିଥାଏ । ବିଶ୍ୱ ହିନ୍ଦୁ ପରିଷଦ ଓ ଅନ୍ୟ ହିନ୍ଦୁ ସଂଗଠନ ମାନେ ଏ ସମ୍ପର୍କରେ ଅନେକ ଥର ଅଭିଯୋଗ କରି ସାରିଛନ୍ତି । ତେବେ ଏହି କ୍ରମରେ ଚଳିତ ବଡଦିନ ପୂର୍ବରୁ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ବଡ ବକ୍ତବ୍ୟ ଦେଇଛନ୍ତି ।
#UttarPradesh #ChiefMinister Yogi Adityanath #ArgusNews