ଉତ୍ତରପ୍ରଦେଶରେ ବିଜେପିର ପ୍ରଚାର ପାଇଁ ଗୁଜୁରାଟର ଶାଢ଼ୀ । ଗୁଜୁରାଟ ସୁରଟର ଜଣେ କପଡ଼ା ବ୍ୟବସାୟୀ ତିଆରି କରିଛନ୍ତି ସ୍ବତନ୍ତ୍ର ଶାଢ଼ୀ । ଏପରି ୧୦ ହଜାର ଶାଢ଼ୀ ସେ ଉତ୍ପାଦନ କରେଇଛନ୍ତି ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଚିତ୍ର ମଧ୍ୟ ରହିଛି ।
#Gujaratsaree #BJP #UttarPradesh #specialsari #saree #PrimeMinister #ChiefMinister #YogiAdityanath #narendramodi #election #Odisha #ArgusNews