ଋଷ କନିଆଁକୁ ଜର୍ମାନୀ ବର । ଭାରତରେ ନେଲେ ସାତ୍ ଫେରେ । ଜର୍ମାନୀର ବ୍ୟବସାୟୀ କ୍ରିସ୍ ମୁଲାର୍ । କ୍ରିସଙ୍କ ରୁଷ ଗାର୍ଲଫ୍ରେଣ୍ଡ୍ ଜୁଲିଆ ଜୁଲିଆ ଉଖ୍ୱାକାତିନା । ହିନ୍ଦୁ ରୀତିରେ ବିବାହ ତାଙ୍କୁ ଏକ ଅଭୂତପୂର୍ବ ଅନୁଭୂତି ଆଣି ଦେଇଛି ବୋଲି କହିଛନ୍ତି କ୍ରିସ
#Russia #jarmany #wedding #hinduritual #ArgusNews