ମାସକୁ ମାସ ଠିକ ସମୟରେ ଦରମା ମିଳିବ କି ନାହିଁ । ଏହାକୁ ନେଇ ସବୁବେଳେ ଚିନ୍ତାରେ ଥାଆନ୍ତି ପ୍ରାଇଭେଟ କମ୍ପାନୀରେ କାମ କରୁଥିବା କର୍ମଚାରୀ । କିନ୍ତୁ ଏ ମହାଶୟ ଏକ ଥରକେ ପାଇଗଲେ ୨୮୬ ମାସର ଦରମା । ବାବୁଙ୍କ ମାସିକ ଦରମା ଥିଲା ପ୍ରାୟ ୪୩ ହଜାର ଟଙ୍କା। କିନ୍ତୁ ମାସିକ ଦରମା ବାବଦକୁ ତାଙ୍କ ଏକାଉଣ୍ଟରେ ପହଞ୍ଚିଗଲା ପ୍ରାୟ ଦେଢ କୋଟି ଟଙ୍କା। ଏତେ ଟଙ୍କା ଏକା ଥରକେ ପାଇଲା ପରେ ବାବୁ ହୋଇ ଯାଇଛନ୍ତି ଗାୟବ।
#America #Man #paid #286months #salary #accident #Odisha #ArgusNews