#ସାମନାକୁ_ଆସିଲା_ସେମାନଙ୍କ_ଗୁପ୍ତ_ଏଜେଣ୍ଡା
#ଉପମହାଦେଶ_ଅଂଚଳରେ_ଅସ୍ଥିରତା_ସଷ୍ଟିର_ଚକ୍ରାନ୍ତ
ଆଫଗାନିସ୍ତାନରେ ଶାନ୍ତି ଫେରାଇ ଆଣିବା ଓ ସ୍ଥିରତା ସୃଷ୍ଟି କରିବା ପାଇଁ ଭାରତ ତରଫରୁ ଦିଲ୍ଲୀରେ ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ ସ୍ତରରେ ଜାତୀୟ ସୁରକ୍ଷା ସମ୍ମିଳନୀର ଆଯୋଜନ କରାଜାଇଥିଲା । ଯେଉଁଥିରେ ଭାରତ ସମେତ 8ଟି ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା (NSA) ସାମିଲ ହୋଇଥିଲେ । ତେବେ ବୈଠକରେ ସାମିଲ ହୋଇ ନଥିବା ଚୀନ ଓ ପାକିସ୍ଥାନ ଜାହାକୁ ନେଇ ପ୍ରଶ୍ନ ଉଠିଛି ।
#Delhi #NSA #International #afghanistan #meeting #China #Pakistan #Odisha #ArgusNews