#ଏପଟେ_ସ୍ବାମୀ, #ସେପଟେ_ସ୍ତ୍ରୀ
#ମଝି_ଖଟିଆରେ_ଉଠେ_ପାଚେରି
କଥାଟା ଖଟକା ଲାଗୁଥିବ ଆପଣଙ୍କୁ । ଭାବୁଥିବେ ଭାଇ ଭାଗ ହେଲେ ପାଚେରି ଘର ମଝିରେ ଉଠିବା କଥା, ଆମେ ବୋଧହୁଏ ବାଉଳା ଚାଉଳା ହେଇ ଖଟ ମଝିରେ ଉଠେଇ ଦେଲୁ । କିନ୍ତୁ ସେମିତି ଭାବିବା ଆଗରୁ ଥରେ ଏ ଦୃଶ୍ୟ ଦେଖନ୍ତୁ ।
#wife #husband #relation #Odisha #ArgusNews