#ମୁଁହରେ_ବହଳ_ବହଳ_ଦାଢି_ନିଶ
#ଏବେକା_ଯୁବକଙ୍କ_ହଟ_ଷ୍ଟାଇଲ
ଦାଢି ନିଶ ନଥିବା ଯୁବକଙ୍କୁ କୁଆଡେ ଝିଅ ରସୁ ନାହାନ୍ତି । ହେଲେ ଏଠି କଥା ଅଲଗା । ରାଜସ୍ଥାନର ଏକ ସମୁଦାୟର ନୂଆ ବିବାହ ନିୟମ । ଏଠି ଦାଢି ନିଶ ଥିଲେ ଝିଅ ମିଳିବେନି । ଦାଢି ନିଶ ରଖୁଥିବା ପୁରୁଷମାନଙ୍କୁ ଝିଅ ମନା । କାରଣ ବିବାହ ଏକ ସଂସ୍କାର ଏବଂ ବର ଏଥିରେ ରାଜା ଭଳି ଦେଖାଯିବା ଦରକାର ।
#rajasthan #marriage #stylelook #Odisha #ArgusNews