ଏବେଠୁ ବିକଳ ହେଲାଣି ବାଲାଂଦେଶ । ନେଡିଗୁଡ କହୁଣୀକୁ ବୋହିଯିବା ଆଗରୁ ନିଜକୁ ନିଜେ ସତର୍କ କରିବା ସହ ବିଶ୍ବର ଗରିବ ଦେଶମାନଙ୍କୁ ପରାମର୍ଶ ଦେଲାଣି । ବଙ୍ଗଳାଦେଶର ଅର୍ଥ ମନ୍ତ୍ରୀ ମୁସ୍ତଫା କମାଲଙ୍କ ଏହି ଗୋଟିଏ ବକ୍ତବ୍ୟକୁ ନେଇ ଏବେ ସାରା ବିଶ୍ୱରେ ଚୀନର ବାସ୍ତବିକତାକୁ ସ୍ପଷ୍ଟ କରି ଦେଇଛି ।
#bangladesh #china #FinanceMinister #ArgusNews