#ଏବେ_ପାକିସ୍ତାନରେ_ଲାଗିରହିଛି_ରାଜନୈତିକ_ଅସ୍ଥିରତା
#ବିରୋଧିଙ୍କ_ସହ_ହାତ_ମିଳାଇଛନ୍ତି_କି_ପାକ୍_ସେନାମୁଖ୍ୟ ?
ଇମ୍ରାନ ଖାନ୍ ବନାମ ପାକ୍ ସେନାମୁଖ୍ୟ । ଖେଳ ପଡ଼ିଆରେ ଚୌକା ଛକା ମାରି ସଫଳ ହୋଇଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଏବେ ରାଜନୀତିରେ କିନ୍ତୁ ପୁରା ବୋଲ୍ଡ । ପାଳି ସରିବା ପୂର୍ବରୁ ବିଦା ହୋଇ ପାରନ୍ତି ପାକ୍ ରାଜନୀତିର ଖେଳ ପଡ଼ିଆରୁ । କାରଣ ସେ ଦେଶ ଚଳେଇବାରେ ସବୁଦିଗରୁ ଫେଲ୍ ମାରିଛନ୍ତି ଏବଂ ତାଙ୍କ ମୁଣ୍ଡ ଉପରୁ ଉଠିଯାଇଛି ପାକ୍ ସେନାର ହାତ ।
#pakistan #primeminister #ImranKhan #PakistanArmy #Odisha #ArgusNews