ସୋସିଆଲ ମିଡିଆରେ ଏମିତି ଅନେକ ଭିଡିଓ ଭାଇରାଲ ହେଉଛି । ତେବେ ଏମିତି ଏକ ଭିଡିଓ ବିଷୟରେ ଆମେ କହିବାକୁ ଯାଉଛୁ ଯାହା ଇଣ୍ଟରନେଟରେ କିଛି ଦିନ ହେଲା ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଗୋଟିଏ ମାଛର ଦୁଇଟି ଆଖି ଏବଂ ଚାରି ଆଖି ଥିବା ଦେଖାଯାଉଛି। ଏହି ଦୋମୁହାଁ ମାଛକୁ ଦେଖି ଲୋକେ ଚକିତ ହୋଇଯାଉଛନ୍ତି ।
#viralvideo #fish #twoheaded #rarefish #argusnews