ଭାରତ ସମେତ ବିଶ୍ବର ଅନେକ ଦେଶରେ ଏବଂ ଅନେକ ଅଂଚଳରେ ବିଭିନ୍ନ ସମୟରେ ନାନା ଅଜଣା ଉଡ଼ନ୍ତା ବସ୍ତୁ , ଅନ୍ ଆଇଡେଣ୍ଟିଫାଏଡ୍ ଫ୍ଲାଇଂ ଅବଜେକ୍ଟ ବା ୟୂଏଫ୍ଓ ଦେଖାଯାଇଛି । ସେସବୁ ପ୍ରକୃତରେ କ’ଣ ତା’ର ରହସ୍ୟ କେହି ଏ ଯାଏ ଜାଣି ପାରିନାହାଁନ୍ତି ।ଏହାର ରହସ୍ୟ ଭେଦ କରିବାକୁ ଏବେ ଆଗେଇ ଆସିଛି ଆମେରିକାର ପ୍ରସିଦ୍ଧ ହାର୍ଭାଡ଼ ୟୁନିଭର୍ସିଟି ।
#ArgusNews #National #ArgusNewsTV #GalileoProject #aliens