#ଓଡ଼ିଆ_କୁନି_ବୈଜ୍ଞାନିକକୁ_ମିଳିଛି_ବଡ଼_ସଫଳତା !
ନାସା ପକ୍ଷରୁ ଲଞ୍ଚ ହେବାକୁ ଥିବା ଏସ ଆର 7 ରକେଟରେ ସ୍ଥାନ ପାଇବ କୁନି ବୈଜ୍ଞାନିକଙ୍କ ମଡେଲ । ଆଇଡୋଡଲଡିୟୁ ଆଇଏନସି ଓ ନାସା ର ମିଳିତ ଉଦ୍ୟମରେ ଏନେଇ ଏକ ଅନଲାଇନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା
#ArgusNews #Odisha #NewsChannel #ArgusNewsTV #NASA #Little_Scientist