#ଓଡ଼ିଆ_ପୁଅ_ପ୍ରମୋଦ_ଭଗତଙ୍କୁ_ସ୍ବର୍ଣ୍ଣ_ପଦକ
ଟୋକିଓରେ ସ୍ବର୍ଣ୍ଣିମ ଇତିହାସ ରଚିଲେ ଓଡିଆ ପୁଅ ପ୍ରମୋଦ ଭଗତ । ବ୍ୟାଡମିଣ୍ଟନ ପୁରୁଷ ସିଙ୍ଗଲ୍ସରେ ଜିତିଲେ ସ୍ବର୍ଣ୍ଣ ପଦକ । ସିଧା ସେଟରେ ନିଜ ପ୍ରତିଦ୍ବଦ୍ବୀଙ୍କୁ ହରାଇ ରଚିଲେ ନୂଆ କୀର୍ତ୍ତିମାନ । ସାରା ଦେଶରୁ ଓଡିଆ ପୁଅ ପ୍ରମୋଦ ଭଗତଙ୍କ ପାଇଁ ଶୁଭେଚ୍ଛା ସୁଅ ।
#tokyo #olympics #Paralympics #gold #winners #PramodBhagat #Odisha #ArgusNews