ଓଡ଼ିଶାକୁ ରେଳ ଅନୁଦାନ 9 ହଜାର 734 କୋଟି । ରେଳ ବଜେଟରେ ଓଡ଼ିଶାକୁ ସିଂହଭାଗ ଦେଲେ କେନ୍ଦ୍ର ସରକାର । 2022-ଏ ପର୍ଯ୍ୟନ୍ତ ଓଡ଼ିଶାକୁ ସର୍ବାଧିକ ଅନୁଦାନ ନେଇ ରେଳ ମନ୍ତ୍ରାଳୟର ସୂଚନା । ସମ୍ବଲପୁର-ତାଳଚେର ଲାଇନ୍ ପାଇଁ 172 କୋଟି 50 ଲକ୍ଷ । ଭଦ୍ରକ-ନିର୍ଗୁଣ୍ଡି ତୃତୀୟ ଲାଇନ୍ ପାଇଁ 351 କୋଟି ମଞ୍ଜୁର ।ସେହିଭଳି ପୁରୀ-ତାଳଚେର ପାଇଁ ୧୦୨ କୋଟି, ସମ୍ବଲପୁର-ଟିଟିଲାଗଡ ପାଇଁ ୯୯ କୋଟିର ଅନୁଦାନ ମିଳିଛି ।
#BudgetSession #CentralGovernment #railwaybudget #maximumgrant #Odisha #ArgusNews