ଓଡ଼ିଶା ପହଞ୍ଚିଲେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡି । ଗସ୍ତ ସମୟରେ ଓଡ଼ିଶା ଓ ଆନ୍ଧ୍ର ଭିତରେ ଥିବା ବହୁ ବିବାଦ ବିଷୟରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶହ ଆଲୋଚନା କରିବେ ।
#andhrapradesh #andhrapradeshcm #jaganmohanreddy #visitOdisha #CmoOdisha #Odisha #ArgusNews