ଓଡ଼ିଶାର ପ୍ରଥମ ମଙ୍କିପକ୍ସ ! କଥାଟା ଅଡୁଆ ଲାଗିପାରେ । ତଥାପି ଖବରଟା ଶୁଣିବା ପରେ ଆମ ସମସ୍ତଙ୍କୁ ସତର୍କ ହେବାକୁ ପଡିବ । କାରଣ ଏ ବେମାରୀର କୌଣସି ନିଦାନ ନାହିଁ । କରୋନା ଭଳି ଏହା ମଧ୍ୟ ମାରାତ୍ମକ । ଖବର ମିଳିଛି ଯେ, ଆମ ରାଜ୍ୟରେ ଜଣେ ୮ ବର୍ଷର ଶିଶୁ ଦେହରେ ମଙ୍କିପକ୍ସ ଭୂତାଣୁ ଚିହ୍ନଟ ହୋଇଛି ।
#mangafox #odishafirstcase #monkeypoxvirus #Odisha #ArgusNews