#ଓଡିଶା_ସୀମା_କୋଟିଆରେ_କ୍ରସ_ମିଶନ୍
ଓଡିଶାର ସୀମାକୁ ଆନ୍ଧ୍ରରେ ମିଶାଇବା ପାଇଁ ବଡ ଷଡଯନ୍ତ୍ର । ଆନ୍ଧ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ୱାଇଏସଆରଙ୍କ ସମୟରୁ ଆରମ୍ଭ ହୋଇଥିଲା ବଡ ଯୋଜନା । ଧର୍ମାନ୍ତରୀକରଣକୁ କରାଯାଇଥିଲା ଆୟୁଧ । ଖର୍ଚ୍ଚ ହେଉଛି ପୁଳା ପୁଳା ଟଙ୍କା । ଆଉ ବଡ କଥା ହେଲା ଏହି ଷଡଯନ୍ତ୍ରର ଏବେ ମୁଣ୍ଡି ମାରୁଛନ୍ତି ପୁଅ ଜଗନ ମୋହନ ରେଡ୍ଡୀ ।
#Kotiya #borderproblem #Andra #CMOOdisha #protest #Odisha #ArgusNews