#ଓଡିଶାରେ_ଶୀକାର_ଚୀନ_ରେ_ବିକ୍ରି
#ଓଡ଼ିଶା_ବାଘଙ୍କ_ଛାଲରେ_ଚାଇନା_ଜ୍ୟାକେଟ୍
ଓଡିଶା ଜଙ୍ଗଲରେ ଚାଲିଛି ଜଙ୍ଗଲ ରାଜାର ଶୀକାର । ଆଉ ଶିକାର ପଛରେ ରହିଛି ଚୀନର ବାଘ ଚମଡା ରାକେଟ୍ । ଚୀନ ଓ ମ୍ୟାନମାର ରେ ଜ୍ୟାକେଟ ସହ ଫ୍ୟାସନ ସାମଗ୍ରୀ ତିଆରି ପାଇଁ ଓଡିଶାରୁ ଚାଲାଣ ହେଉଛି ବାଘ ଚମଡା ।
#nationalanimal #Tiger #poachers #smuggling #AnimalBodyPart #tigerskin #leopard #China #Myanmar #Odisha #ArgusNews