#କୋରାପୁଟ_ପରେ_ଗଜପତିରେ_ଆନ୍ଧ୍ରର_ଗୁଣ୍ଡାରାଜ
ସୀମାରେ ଆନ୍ଧ୍ର ଆତଙ୍କ ସୃଷ୍ଟି କରୁଥିବାବେଳେ ବେପରୁଆ ଭାବେ ରାଜସ୍ବ ମନ୍ତ୍ରୀ କହୁଛନ୍ତି ଓଡିଶା ମାଟି ସୁରକ୍ଷିତ ଅଛି । କୋଟିଆରେ ନିର୍ବାଚନ କରିବା ପରେ ଫଳ ଘୋଷଣା କରି ଆନ୍ଧ୍ର ନେତା ବାଛି ସବୁ ସୀମା ଡେଇଁଛି । ରାଜ୍ୟ ସରକାରଙ୍କ ଉଦାସୀନ ମନୋଭାବ ଯୋଗୁ ଅସାନ୍ତ ହେବାରେ ଲାଗିଛି ଗଜପତି ଜିଲ୍ଲା ।
#Koraput #Gajapati #borderproblem #Andra #CMOOdisha #Odisha #ArgusNews