#ଓବେସୀଙ୍କ_ନେତା_ୱାରିସ_ପଠାନଙ୍କ_ମୁହଁ_ଉପରକୁ_ଫିଙ୍ଗିଲେ_କାଳି
#ମୁହଁ_କଳା_କରିଥିବା_ବ୍ୟକ୍ତି_ଜଣଙ୍କ_ହେଉଛନ୍ତି_ସଦ୍ଦାମ
#କହିଲେ_ଦେଶ_ବିରୋଧୀ_କଥା_କହିଥାନ୍ତି_ଓବେସୀ_ପାର୍ଟିର_ନେତା_ମାନେ
15 କୋଟି ମୁସଲମାନ ଶହେ କୋଟିଙ୍କ ଉପରେ ଭାରି ପଡିବେ ଭଳି ହିନ୍ଦୁ ବିରୋଧୀ ବକ୍ତବ୍ୟ ପାଇଁ ପ୍ରସିଦ୍ଧ ଅଲ ଇଣ୍ଡିଆ ମଜଲିସ ଏ ଇତେହାଦୁଲ ମୁସଲିମିନ ବା ଏଆଇଏମଆଇଏମର ପ୍ରବକ୍ତା ୱାରିସ ପଠାଣଙ୍କ ମୁହଁ ଉପରକୁ କାଳି ଫିଙ୍ଗା ଯାଇ ମୁହଁକୁ କଳା କରି ଦିଆଯାଇଛି । ଘଟଣା ଘଟିଛି ମଧ୍ୟ ପ୍ରଦେଶର ଇନ୍ଦୋର ଠାରେ ।
#madhyapradesh #Indore #WarisPathan #AntiHindu #Odisha #ArgusNews