କରୋନାର ତୃତୀୟ ଲହରରେ ଓମ୍ରିକନ ଭାରିଆଣ୍ଟ ଦେଶ ସମ୍ମୁଖରେ ଏକ ବ଼ଡ ଆହ୍ବାନ ଭାବେ ଠିଆ ହୋଇଛି । ଓମ୍ରିକନ ଭାରିଆଣ୍ଟକୁ ଚିହ୍ନଟ କରିବା ଏକ ବଡ ଚ୍ୟାଲେଂଜ ରହୁଛି । ଭାରତୀୟ ବୈଜ୍ଞାନିକମାନେ ଏହି ଚ୍ୟାଲେଂଜକୁ ଗ୍ରହଣ କରି ସ୍ୱଦେଶୀ କିଟ ପ୍ରସ୍ତୁତ କରିବାରେ ସଫଳତା ପାଇଛନ୍ତି
#Omicron #omicrontestingkit #OmicronVariant #IndianScientist #ArgusNews