ବିଶ୍ବର ସବୁଠୁ ଉଚ୍ଚ ଟାଓ୍ବାର ଏବଂ ସବୁଠୁଁ ମଡ଼ ସପିଂ ମଲ୍ ପରେ ଏବେ ଦୁବାଈରେ ସୃଷ୍ଟି ହେଲା ଆଉ ଏକ ରେକର୍ଡ଼। ବିଶ୍ବର ସବୁଠୁଁ ଗଭୀର ଡାଇଭିଂ ପୁଲ୍ ତିଆରି କଲା ଦୁବାଈ । ୬୦ ମିଟରରୁ ଅଧିକ ଗଭୀର ପୁଲ୍, ସ୍ଥାନ ପାଇଲା ଗିନିସ୍ ବୁକ୍ ଅଫ୍ ଓ୍ବାର୍ଲ୍ଡ ରେକର୍ଡ଼ରେ । ପୁଲର ଭିଡ଼ିଓ ସୋସିଆଲ ମିଡ଼ିଆରେ ସେୟାର କରି ଜଣାଇଲେ ଦୁବାଈର କ୍ରାଉନ୍ ପ୍ରନ୍ସ୍ ।
#ArgusNews #ArgusNewsTV #Dubai #Deepdivingpool #GuinnessBookofWorldRecords