ପିଲାଙ୍କର ଭାରି ପ୍ରିୟ ଦୋଳି।ଦୋଳି ଖେଳିବାକୁ ସମସ୍ତର ଇଚ୍ଛା ଥାଏ। ଦୋଳି ଖେଳିବାର ମଜା ବି କିଛି ନିଆରା। ପାର୍କ ହେଉ, କି କୌଣସି ମେଳନ। ଯଦି ଆମେ ବୁଲିବାକୁ ଯାଉ, ତେବେ ଦୋଳି ନଖେଳିଲେ ଘରକୁ ଆସିବା ନାହିଁ। ଆଉ ଛୋଟ ଛୋଟ ଛୁଆମାନେ ତ କାନ୍ଦିକି ଗଡନ୍ତି। କିନ୍ତୁ ଅରପଣ କେବେ ଓ୍ୱାଟର ଫଲ ଦୋଳି ଖେଳିଛନ୍ତି କି ?
#viralvideo #waterpolo #hanging #ArgusNews