#ଝାଡଖଣ୍ଡରେ_ଓଡିଆ_ଭାଷାକୁ_ଅବହେଳା
ଝାଡ଼ଖଣ୍ଡରେ ଶିକ୍ଷକ ନିଯୁକ୍ତି ପରୀକ୍ଷାରେ ଓଡ଼ିଆ ଭାଷାରେ ହେଲାନି ପରୀକ୍ଷା । ଯାହାକୁ ବିରୋଧ କରିଛି ଉତ୍କଳ ସମ୍ମିଳନୀ ଆସୋସିଏସନ । ଯଦି ଓଡିଆ ଭାଷାକୁ ଅବହେଳା କରାଯାଏ ତେବେ ଭୋଟ୍ ପ୍ରକ୍ରିୟା ପ୍ରଭାବିତ ହେବ ବୋଲି କହିଛନ୍ତି ଆନ୍ଦୋଳନକାରୀ ।
#Jharkhand #teacher #posting #entrance #protest #Odisha #ArgusNews