ଦେଶରେ କୋଭିଡ ମୁକାବିଲା ଲାଗି ଆବଶ୍ୟକ ଅତ୍ୟାବଶ୍ୟକୀୟ ଔଷଧର ଯୋଗାଣ ଓ ଉପଲବ୍ଧତା ନେଇ ସମୀକ୍ଷା କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟା । ଦେଶରେ ପର୍ଯ୍ୟାପ୍ତ ପରିମାଣର ଔଷଧ ମହଜୁଦ ଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି
#Covid19 #Medicine #HealthDept #UnionMinister #MansukhMandaviya #ArgusNews