ହିନ୍ଦୁଙ୍କ ବିରୁଦ୍ଧରେ ଖୋଲାଖୋଲି ବିଷ ଓଗାଳୁଥିବା ବିବାଦୀୟ ମୌଲାନା ତୌକୀର ରାଜାଙ୍କ ପାର୍ଟିର କଂଗ୍ରେସକୁ ସମର୍ଥନ ଘୋଷଣା । ପ୍ରିୟଙ୍କା ବାଡ୍ରାଙ୍କୁ କଲେ ସାକ୍ଷାତ, ବିବାଦ ଘେରରେ କଂଗ୍ରେସ ଦଳ । ବିଜେପି ନେତା ଡ. ସମ୍ବିତ ପାତ୍ର କଂଗ୍ରେସ ଉପରେ କଲେ ଆକ୍ରମଣ ।
#controversy #MaulanaTauqeerRazaKhan #Congress #UttarPradesh #election #politicalparty #ArgusNews