କେବଳ ନିର୍ବାଚନ ସମୟରେ ହିଁ ହିନ୍ଦୁ ହୋଇଥାନ୍ତି ଗାନ୍ଧୀ ପରିବାର । ରାହୁଲ ଗାନ୍ଧୀ ପାର୍ଟି ନେତା ମାନଙ୍କୁ ଦେଖା କରିବାର ସମୟ ମଧ୍ୟ ଦିଅନ୍ତି ନାହିଁ । ନେହେରୁ- ଗାନ୍ଧୀ ପରିବାର ଉପରେ ଅତର୍କିତ ଆକ୍ରମଣ କଲେ ଦିଗବିଜୟ ସିଂହଙ୍କ ଭାଇ ଲକ୍ଷ୍ମଣ ସିଂହ ।
#Congress #HinduPolitics #Gandhifamily #RahulGandhi #election #partyleaders #National #ArgusNews